Advertisment

Peace between India and Pakistan: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା; ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା ଭାରତ । ପାକିସ୍ତାନ ଏହାପରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା ଭାରତ ।

ଅଦ୍ୟତନ ହୋଇଛି
DGMO meeting

DGMO meeting

Advertisment

ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ୧୮ ଯାଏ ବଢ଼ିଲା ସିଜ୍ ଫାୟାର ଅବଧି । ଖୁବଶୀଘ୍ର ଦୁଇ ଦେଶର DGMO ସ୍ତରୀୟ ବୈଠକ ବସିବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚରମ ସୀମାରେ ରହିଛି ଉତ୍ତେଜନା ।

Advertisment

ଅଧିକ ପଢ଼ନ୍ତୁ:: ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍, ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ !

ତୀବ୍ର ଉତ୍ତେଜନା ଭିତରେ ୧୦ ତାରିଖରେ ହୋଇଥିଲା ସିଜଫାୟାର । ପରେ ୧୨ ତାରିଖରେ ଭାରତ-ପାକିସ୍ତାନ DGMO ଆଲୋଚନାରେ ଉଭୟ ପକ୍ଷ ଗୋଟିଏ ବି ଗୁଳି ଚଲାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା ।ଦୁଇ ଦେଶ ସୀମାନ୍ତରେ ସୈନ୍ୟ ହ୍ରାସ ପାଇଁ ସହମତି ପ୍ରକାଶ ପାଇଥିଲା।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା ଭାରତ । ପାକିସ୍ତାନ ଏହାପରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା ଭାରତ ।

ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା ଭାରତ। ଏଥିସହ ବିଧ୍ବଂସୀ ବ୍ରହ୍ମୋସ କ୍ରୁଜ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ବଂସ କରିଦେଇଥିଲା।

Advertisment

ଅଧିକ ପଢ଼ନ୍ତୁ: ତୁର୍କୀ-ଅଜରବୈଜାନ ନଯିବାକୁ ଶିଳ୍ପପତିଙ୍କ ଅପିଲ, ବଏକଟ ପରେ ଭୁଶୁଡ଼ିବ ଅର୍ଥନୀତି !

India Pakistan Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ