Advertisment

Rudra Visekha: ମନ୍ତ୍ର ଧ୍ୱନିରେ କମ୍ପୁଛି ଶୈବପୀଠ; ସୋରିଷ ତେଲରେ ଚାଲିଛି ମହାଦେବଙ୍କ ରୁଦ୍ରାଭିଷେକ

ମନ୍ତ୍ର ଧ୍ଵନିରେ ଶୈବପୀଠରେ ଚାଲିଛି ରୁଦ୍ରାଭିଷେକ। ଏହି ପୂଜାର୍ଚ୍ଚନାରେ ଶୁଣିବାକୁ ଟିକତେ ଆଉ ଲାଗୁଥିଲେ ମଧ୍ୟ କଥାଟା ସତ।

Rudrabhishek

Rudrabhishek

Advertisment

ଚାଲିଛି ପୂଜାର୍ଚ୍ଚନା, ମନ୍ତ୍ର ଧ୍ୱନିରେ କମ୍ପୁଛି ଶୈବପୀଠ। ସୋରିଷ ତେଲରେ ଚାଲିଛି  ମହାଦେବଙ୍କ ରୁଦ୍ରାଭିଷେକ। ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟା ସତ। ଇନ୍ଦୋର ବିଜଲପୁର ଧାମରେ ଦେଖିବାକୁ ମିଳିଛି ଏଭଳି ଅନନ୍ୟ ପରମ୍ପରା।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ଆଗକୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି

ଇନ୍ଦୋର ବିଜଲପୁର ଧାମରେ ଶୈବପୀଠ ଅଛି। ଏହି ଶୈବପୀଠ ସୋରିଷ ତେଲରେ ମହାଦେବଙ୍କ ରୁଦ୍ରାଭିଷେକ କରାଯାଉଛି। ଖାଣ୍ଟି ସୋରିଷ ତେଲରେ ଶିବଲିଙ୍ଗରେ ରୁଦ୍ରାଭିଷେକ କରାଯାଉଛି।

Advertisment

ଗତ ଏପ୍ରିଲ ୨୭ ତାରିଖରୁ ନିରନ୍ତର ଭାବେ ଜାରି ରହିଛି ଶିବଲିଙ୍ଗର ଅଖଣ୍ଡ ମହାରୁଦ୍ରାଭିଷେକ। ଶୁଖଦେବ ଭକ୍ତି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ପ୍ରତିଦିନ ରୁଦ୍ରାଭିଷେକ କରାଯାଉଛି। ମନ୍ତ୍ର ଧ୍ୱନିରେ କମ୍ପୁଛି ଶୈବପୀଠ।

ସାରା ଦେଶରୁ ପ୍ରତିଦିନ ଶହ ଶହ ସାଧୁ, ସନ୍ଥଙ୍କ ଭିଡ ଜମୁଛି। ଏଥିସହ ଭକ୍ତଙ୍କର ମଧ୍ୟ ଭିଡ଼ ଜମୁଛି। ଖାଣ୍ଟି ସୋରିଷ ତେଲରେ ଶିବଲିଙ୍ଗର ଏଭଳି ରୁଦ୍ରାଭିଷେକ ପରମ୍ପରା ଅତ୍ୟନ୍ତ ଦୁର୍ଲଭ।

Advertisment

ଅଧିକ ପଢ଼ନ୍ତୁ: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

Indore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ