Kolar Gold Fields: ପୁଣି ବାହାରିବ ପୁଳା ପୁଳା ସୁନା, ଖେ।ଲିବ ସୁନାର ସହର

ବ୍ରିଟିଶ ଶାସନ କାଳରେ ସୁନାର ସବୁଠୁ ବଡ଼ ଭଣ୍ଡାର ଥିଲା । ୧୨୦ବର୍ଷ ଭିତରେ ପାଖାପାଖି ୯୦୦ଟନ ସୁନା ବାହାର କରାଯାଇଛି । ୨୦୨୧ ମସିହାରେ ଏହି ଖଣିକୁ ବନ୍ଦ କରିଦିଆଯାଇଥିଲା ।

Kolar Gold Fields

ଦିନ ଥିଲା ଭାରତକୁ ସୁନାର ଚଢେଇ କୁହାଯାଉଥିଲା । ଦେଶରେ ସୁନାର ଏଭଳି ଖଣି ବି ଥିଲା ଯେଉଁଠୁ ଟନ ଟନ ସୁନା ବାହାରୁଥିଲା । ସ୍ବାଧିନତା ପୂର୍ବରୁ କର୍ଣ୍ଣ।ଟକରେ ଏଭଳି ଏକ ଖଣିଥିଲା । ଯେଉଁଠୁ ଶହ ଶହ ଟନ୍ ସୁନା ବାହାରିଥିଲା ଆଉ ଇଂରେଜ ମାନେ ମାଲାମାଲ ହେ।ଇଥିଲେ ।

ଆପଣ ମାନେ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଦେଖିଥିବେ । ଆମେ ସେହି ସୁନାର ଖଣି ବିଷୟରେ କହୁଛୁ । କର୍ଣ୍ଣ।ଟକର କେ।ଲାର ଗେ।ଲ୍ଡ ଫିଲ୍ଡସକୁ ୭୯ବର୍ଷ ପରେ ପୁଣି ଥରେ ଖେ।ଲିବାକୁ ପ୍ରସ୍ତୁତି ଚାଲିଛି । ଜୁନ ୨୦୨୪ରେ ଏନେଇ କେନ୍ଦ୍ର ସରକାରଙ୍କ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କର୍ଣ୍ଣ।ଟକ ସରକାର।

ଅଧିକ ପଢ଼ନ୍ତୁ: ୩୫ବର୍ଷ ଧରି ପିନ୍ଧିଥିଲେ ଗେ।ଟିଏ ଟେ।ପି, ଲୁଗାପଟାରେ ଦେଉନଥିଲେ ଆଇରନ୍

ସ୍ବାଧିନତା ପରେ ପୁଣି ଥରେ ଏହି ସୁନା ଖଣିକୁ ଖେ।ଲାଯିବ । ଯଦି ଖଣିରୁ ସୁନାର ଭଣ୍ଡାର ମିଳେ ତେବେ ଦେଶକୁ କେ।ଟି କେ।ଟି ଟଙ୍କାର ଫାଇଦା ହେବ । କୁହାଯାଉଛି ଖଣିରେ ୩୨ ମିଲିୟନ ଟନ ଖଣିଜ ପଦାର୍ଥ ରହିଛି । ସେଥରୁ ୨୩ ଟନ ସୁନାର ଖଣିଜ ପଥର ମିଳିପାରେ । ଖଣି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ବର୍ଷକୁ ପାଖାପାଖି ୭୫୦କିଲେ। ସୁନା ବାହାରିପାରେ । 

ଫଳରେ ଭାରତକୁ ସୁନା ପାଇଁ ଅନ୍ୟ ଦେଶ ଉପରେ କମ ନିର୍ଭର ହେବାକୁ ପଡିବ । ଚାହିଦା ଅନୁସାରେ ଅନ୍ୟ ଦେଶଙ୍କ ଅପେକ୍ଷା ଭାରତ ବହୁତ ଅଧିକ ସୁନା କିଣେ । ଲେ।କମାନେ ଏତେ ପରିମାଣର ସୁନା ଅଳଙ୍କାର କିଣନ୍ତି କି ଭାରତ ପ୍ରତି ବର୍ଷ ଶହ ଶହ ଟନ ସୁନା କିଣିଥାଏ । କେଜିଏଫ ଖେ।ଲିବା ଯେ।ଗୁଁ ଭାରତର କେ।ଟି କେ।ଟି ଟଙ୍କା ବଞ୍ଚିବ ।

କେ।ଲାର ଗେ।ଲ୍ଡ  ଫିଲ୍ଡସ ବ୍ରିଟିଶ ଶାସନ କାଳରେ ସୁନାର ସବୁଠୁ ବଡ଼ ଭଣ୍ଡାର ଥିଲା । ୧୨୦ବର୍ଷ ଭିତରେ ଏଠାରୁ ପାଖାପାଖି ୯୦୦ଟନ ସୁନା ବାହାର କରାଯାଇଛି । ୨୦୨୧ ମସିହାରେ ଏହି ଖଣିକୁ ବନ୍ଦ କରିଦିଆଯାଇଛି । ଗେ।ଟିଏ ସମୟରେ ଏହାକୁ ସୁନାର ସହର ବା ମିନି ଇଂଲଣ୍ଡ ବେ।ଲି କୁହାଯାଉଥିଲା ।

ସ୍ବାଧିନତା ପରେ କର୍ଣ୍ଣ।ଟକ ସରକାର କେଜିଏଫ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ନେଇଥିଲେ । କିନ୍ତୁ ୧୯୭୨ରେ ଭାରତ ଗେ।ଲଡ ମାଇନ୍ସକୁ କେଜିଏଫର ନିୟନ୍ତ୍ରଣ ଦିଆଯାଇଥିଲା । BGMLର କ୍ଷତି ଓ ସୁନା ବାହାରିବା କମ ହେବା ଯେ।ଗୁଁ ଶେଷରେ ଖଣିରେ ତାଲା ପଡିଥିଲା ।

ଅଧିକ ପଢ଼ନ୍ତୁ: ଏହି ସବୁ ଶତ୍ରୁ ଦେଶଙ୍କ ସହ ବ୍ୟବସାୟ କରୁଛି ଭାରତ, ପାକିସ୍ତାନରୁ ବି କରୁଛି ଆମଦାନୀ