Advertisment

India Plans Action on Pakistan: ଆଜି ହୋଇପାରେ ବଡ଼ ଆକ୍ସନ? ଚାଲିଛି ଘନ ଘନ ବୈଠକ

ପାକିସ୍ତାନ ଉପରେ ପୁଣି ଭାରତ ନେବ କି ବଡ଼ ଆକ୍ସନ। ଭାରତର ମାଡ଼ରେ ଧୂଳିସାତ ହେବ କି ପାକିସ୍ତାନ? ଏଥିପାଇଁ ଋଣନୀତି କରୁଛି କି ଭାରତ? ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଆଜି ଚାଲିଛି ଘନ ଘନ ବୈଠକ।

ଅଦ୍ୟତନ ହୋଇଛି
pakistan

pakistan

Advertisment

ପାକିସ୍ତାନ ଉପରେ ପୁଣି ଭାରତ ନେବ କି ବଡ଼ ଆକ୍ସନ। ଭାରତ ମାଡ଼ରେ ଧୂଳିସାତ ହେବ କି ପାକିସ୍ତାନ? ଏଥିପାଇଁ ଋଣନୀତି କରୁଛି ଭାରତ। ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଆଜି ଚାଲିଛି ଘନ ଘନ ବୈଠକ।

Advertisment

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ

ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓ CDSଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ୩ ସେନାମୁଖ୍ୟ ସାମିଲ ହୋଇଥିଲେ। ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହାପରେ ଆଭ୍ୟନ୍ତରୀଣ ସୁରକ୍ଷା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। BSF ଡିଜି ଓ CISF ଡିଜିଙ୍କ ସହ ଗୃହ ମନ୍ତ୍ରୀ କରୁଛନ୍ତି ଆଲୋଚନା।

Advertisment

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।   ଏପରି  ଘନ ଘନ ବୈଠକ ଦେଖି ଲାଗୁଛି କିଛି ବଡ଼ ଧରଣର  ଘଟିପାରେ। ପାକିସ୍ତାନର ଅଣ୍ଟାଭାଙ୍ଗିବା ପାଇଁ ଭାରତ କିଛି ଯୋଜନା କରୁଛି।

ଅଧିକ ପଢ଼ନ୍ତୁ: ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି ପାକିସ୍ତାନ; ୫୦ ଡ୍ରୋନ, ୮ମିସାଇଲ ଧ୍ୱଂସ

Advertisment
Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ