Advertisment

ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ ।

ଅଦ୍ୟତନ ହୋଇଛି
Trained Eagles In Indian Army

Kite Drone Fight

Advertisment

ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି ।ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ । ପ୍ରଶିକ୍ଷିତ ଚିଲ ଜରିଆରେ ଭାରତୀୟ ସେନାର ଏହା ନୂଆ ଯୋଜନା । ଭାରତୀୟ ସୀମାକୁ କୌଣସି ଡ୍ରୋନ୍ ପଶିଲେ ଆକ୍ରମଣ କରିବ ଚିଲ । ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇବ ଭାରତୀୟ ସେନା । ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: 'ଭାରତୀୟ ଯବାନଙ୍କ ନାଁ ଶୁଣିଲେ ଡରନ୍ତି ଆତଙ୍କବାଦୀ'

Indian Army Drone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ