ଅଦ୍ୟତନ ହୋଇଛି
Yogi Adityanath
Advertisment
ସିଙ୍ଗିଂ କୁଇନ୍ ଲତା ମଙ୍ଗେସ୍କରଙ୍କୁ ଯୋଗୀଙ୍କ ବଡ଼ ଉପହାର । ତାଙ୍କ ନାଁରେ ତିଆରି ହେଉଛି ଏକ ବିରାଟ କାୟ ବୀଣା । ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କ ସ୍ମୃତିରେ ଅଯୋଧ୍ୟାରେ ତିଆରି ହୋଇଛି ବିଶାଳକାୟ ବୀଣା । ୧୪ଟନ୍ ଓଜନର ଏହି ବୀଣାର ଲମ୍ବ ହେଉଛି ୧୦ମିଟର ୮୦ ସେମି । ଏଥିପାଇଁ ୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସହରର ପ୍ରବେଶ ପଥରେ ଥିବା ନୟାଘାଟରେ ଏହି ବିଶାଳକାୟ ବୀଣା ସ୍ଥାନ ପାଇବ । ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663848122.jpg)