Yellow Anaconda
Advertisment
ନନ୍ଦନକାନନରେ ଛୁଆ ଜନ୍ମ ଦେଲା ବିରଳ ପ୍ରଜାତିର ୟେଲୋ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିସାହରେ ଏହା ପ୍ରଥମ ଘଟଣା । ଏହି ମାଆ ଆନାକୋଣ୍ଡା ସମେତ ମୋଟ ୪ଟି ୟେଲୋ ଆନାକୋଣ୍ଡାଙ୍କୁ ୨୦୧୯ରେ ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କ୍ ଟ୍ରଷ୍ଟରୁ ନନ୍ଦନକାନନ ଅଣାଯାଇଥିଲା । ଏହାକୁ ମିଶାଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଏବେ ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
Advertisment
ଆନାକୋଣ୍ଡା ସାବକକୁ ଏବେ ଏହାର ତାପମାତ୍ରା ଓ ଆଦ୍ରତା ପାଇଁ ପୃଥକ ଭାବେ ରଖାଯାଇଛି । ଅନ୍ୟ ଆନାକୋଣ୍ଡାଙ୍କଠାରୁ ମଧ୍ୟ ସୁରକ୍ଷିତ ରଖାଯାଇଛି । ଏହାର ଯତ୍ନ ଲାଗି ବିଶେଷଜ୍ଞମାନଙ୍କ ସହାୟତା ନିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657169036.jpg)