Advertisment

କାର ବନେଟରେ ସେକି ହୋଇଯାଉଛି ରୁଟି, ଦେଖନ୍ତୁ ଭିଡିଓ

ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

Viral Video

Viral Video

Advertisment

ସାରା ରାଜ୍ୟରେ ଜାରି ରହିଛି ଖରାର ରାଜୁତି। ଆକାଶରୁ ଖରା ନୁହେଁ ତ, ନିଆଁଝୁଲ ଖସୁଛି । ସତେ ଯେମିତି ଭାଜି ହେଉଛି ସହର, ସିଝି ଯାଉଛି ଦେହ । ଆଉ ଏଥିରୁ ନିସ୍ତାର ପାଉନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲାବାସୀ। ସମଗ୍ର ରାଜ୍ୟରେ ଏବେ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ କିଭଳି ରହିଛି ତାତି ଏହା ବୟାନ କରୁଛି ଏହି ଭିଡିଓ।

Advertisment

ଏହି ମହିଳାଙ୍କଦ୍ୱାରା ପ୍ରସ୍ତୁତ ରୁଟିଟି କିଭଳି କାର ବନେଟରେ ସାଂଗେ ସାଂଗେ ସେକି ହୋଇଯାଉଛି ତାହା ଏହି ଭାଇରାଲ ଭିଡିଓ ହିଁ ବୟାନ କରୁଛି। ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

କେବଳ ଓଡ଼ିଶା ନୁହେଁ, ଦେଶର ଅର୍ଦ୍ଧାଧିକ ରାଜ୍ୟରେ ଏଇ ସ୍ଥିତି। ପାଣିପାଗ ବିଜ୍ଞାନୀ କହିଛନ୍ତି, ପାକିସ୍ତାନ ଆଡ଼ୁ ଗରମ ପବନ ବହିବାରୁ ତାର ପ୍ରଭାବ ଉତ୍ତର ଭାରତ ସହ ଓଡ଼ିଶା ଉପରେ ବି ପଡ଼ୁଛି ।

Advertisment
Viral Video Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ