Advertisment

ପ୍ରକାଶ ପାଇଲା ଏଡିଆର୍ ରିପୋର୍ଟ...ଜାଣନ୍ତୁ ଅଜଣା ସୂତ୍ରରୁ କେଉଁ ଦଳକୁ ମିଳିଛି କେତେ ଅନୁଦାନ

ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।

ଅଦ୍ୟତନ ହୋଇଛି
ADR Report

ADR Report

Advertisment

ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ଆର୍ଥିକ କାରବାର ସଂପର୍କିତ ଏଡ଼ିଆର ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ମସିହାରେ ବିଜେଡିକୁ ଅଜଣା ସୂତ୍ରରୁ ସମୁଦାୟ ୬୭ କୋଟି ଟଙ୍କା ଆସିଛି। ତେବେ ଅଜଣା ସୂତ୍ରରୁ ସବୁଠୁ ଅଧିକ ଟଙ୍କା ୱାଇଏସ୍‌ଆର କଂଗ୍ରେସକୁ ଆସିଛି। ଏହାର ସମୁଦାୟ ପରିମାଣ ହେଉଛି ୬୭ କୋଟି ଟଙ୍କା। ସେହିପରି ଡିଏମ୍‌କେକୁ ଆସିଛି ୯୬ କୋଟି ୨୫ ଲକ୍ଷ ଟଙ୍କା।

Advertisment
ADR Report ADR Report

ଅନ୍ୟ ପକ୍ଷରେ ଅଜଣା ସୂତ୍ରରୁ ଜାତୀୟ କଂଗ୍ରେସକୁ ୧୭୮ କୋଟି ଟଙ୍କା ଆସିଥିବା ବେଳେ ବିଜେପିକୁ ଆସିଛି ୧୦୦ କୋଟି ଟଙ୍କା। ସୂଚନାଯୋଗ୍ୟଯେ, ପ୍ରତି ବର୍ଷ ପ୍ରକାଶ ପାଉଥିବା ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।

Political Party ADR Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ