ଅଦ୍ୟତନ ହୋଇଛି
Bhubaneswars Pokhariput Drown
Advertisment
ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର । ଭୁବନେଶ୍ୱର ପୋଖରୀପୁଟରେ ଏହି ଅଘଟଣ ଘଟିଛି । ୭ ଜଣ ଛାତ୍ର ଆଜି ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଛାତ୍ର ହେଲେ ଶୁଭମ ଜେନା ଏବଂ ପ୍ରକାଶ ମହାରଣା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695552878.jpg)