ଅଦ୍ୟତନ ହୋଇଛି
Three children were seriously injured
Advertisment
ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଘଟିଛି ଏହି ଅଘଟଣ । ରାସ୍ତା କାମ ପାଇଁ ଥିବା ପିଚୁ କଡ଼େଇରେ ୩ ଶିଶୁ ପଡ଼ିଯାଇଥିଲେ । ତେବେ ଗୁରୁତର ୩ ଶିଶୁଙ୍କୁ ଉଦ୍ଧାର କରି ଗାଁ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ପିଚୁ କଡ଼େଇରେ ପିଲା ମାନେ କେମିତି ପଡ଼ିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us