Advertisment

ପୁଅ ଚଢିଲା ଏଭରେଷ୍ଟ, ବାପା ବାଣ୍ଟିଲେ ମିଠା

ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା।

Sidharth Routray

Sidharth Routray

Advertisment

ପୁଅ ଚଢିଲା ଏଭରେଷ୍ଟ, ବାପା ବାଣ୍ଟିଲେ ମିଠା। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆଜି ଏଭରେଷ୍ଟ ଶୃଙ୍ଗର ଶୀର୍ଷରେ ପହଞ୍ଚିଛନ୍ତି। ଯାହାକୁ ନେଇ ସୁରଙ୍କ ମନ କୁଣ୍ଡେ ମୋଟ। ପୁଅର ଏ ବିରାଟ ସଫଳତା ପାଇଁ ମିଠା ବାଣ୍ଟିଛନ୍ତି ସୁର। ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା। ଆଜି ଭୋର ୪ଟାରେ ସେ ଏଭେରେଷ୍ଟ ଶୃଙ୍ଗରେ ପହଞ୍ଚି ଜାତୀୟ ପତାକା ଏବଂ ସାଙ୍ଗରେ ନେଇଥିବା ଜଗନ୍ନାଥଙ୍କ ବାନା ବି ଉଡାଇଛନ୍ତି ସିଦ୍ଧାର୍ଥ।

Advertisment
Sidharth Routray Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ