Letter to CM
Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଚିଠି । ପୁଣି ୨ଟି ରୁଟ୍ ରେ ମୋ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଚିଠି ଲେଖିଛି ବସ୍ ମାଲିକ ସଂଘ । ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701969185.jpg)