Smart Stick
ପୋଲିସ୍ ବିଭାଗ ପାଇଁ ସ୍ମାର୍ଟ ଷ୍ଟିକ୍ ତିଆରି କରି ଚର୍ଚ୍ଚାରେ ଆଇଟିଆଇ ଛାତ୍ର । କିଛି ଦିନ ତଳେ ସୀମାରେ ସେନା ସୁରକ୍ଷା ପାଇଁ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଥିଲେ ଗଜପତି ଜିଲ୍ଲା ମୋହନା ଚନ୍ଦ୍ରଗିରିର ସମୀର ପ୍ରଧାନି । ଏବେ ପୁଣି ଏକ ପ୍ରକଳ୍ପ ତିଆରି କରି ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ପୋଲିସ ବିଭାଗର ସୁରକ୍ଷାକର୍ମୀ ଓ ହୋମଗାର୍ଡ କାର୍ଯ୍ୟ କରୁଥିବା ବେଳେ କିଭଳି ଶତ୍ରୁ ମାନଙ୍କ ଠାରୁ ନିଜକୁ ସୁରକ୍ଷା ଦେଇପାରିବେ, ସେଥିପାଇଁ ସମୀର ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏକ ଷ୍ଟିକ୍ ତିଆରି କରିଛନ୍ତି । ଏହି ଷ୍ଟିକ୍ ମାଧ୍ୟମରେ ବେଆଇନ ଜିନିଷ ଚାଲାଣ କିମ୍ବା ଚୋରି ସାମଗ୍ରୀ ସହଜରେ ଠାବ କରିବା ପାଇଁ ବ୍ୟବହାର କରାଯାଇପାରିବ ।
ତେବେ ଦେଖନ୍ତୁ କେମିତି ଷ୍ଟିକ୍ ପ୍ରସ୍ତୁତ କରିଛନ୍ତି ସମୀର । ଆଉ କ’ଣ ରହିଛି ଏହାର ବିଶେଷତ୍ୱ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667622701.jpg)