ଅଦ୍ୟତନ ହୋଇଛି
Shopping mall raided in Cuttack
Advertisment
କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି। କଟକ ଜୋନ୍-୬ ଏସିପି ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଛନ୍ତି।
Advertisment
ଚଢ଼ଉ ବେଳେ ବିଭିନ୍ନ ପ୍ରକାର ଏକ୍ସପାଏରୀ ଖାଦ୍ୟ ପଦାର୍ଥ ଜବତ ହୋଇଛି। ବିଭିନ୍ନ ପ୍ୟାକେଟରେ ଲେଖାଥିବା ଏକ୍ସପାଏରୀ ଡେଟ୍ ଓ ପ୍ରାଇସକୁ କେମିକାଲ୍ ପକାଇ ଲିଭାଇ ଦେଉଥିଲେ ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1680170885.jpg)