ଅଦ୍ୟତନ ହୋଇଛି
Scuffle Erupts Between Police & Farmers In Front Of Naveen Niwas
Advertisment
ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଆଗରେ ଆନ୍ଦୋଳନ ଉଦ୍ୟମ କରିବା ସହ ଧାନ ଢାଳିବାକୁ ଉଦ୍ୟମ କରିଥିଲେ।
Advertisment
ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍ ସେମାନଙ୍କୁ ଅଟକାଇବାରୁ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ କୃଷକ ଓ ପୋଲିସ୍ ମଧ୍ୟରେ ଠେଲାପେଲା ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673232929.jpg)