power cut in bhubaneswar today
ସନ୍ଧ୍ୟାରେ ଘଡ଼ଘଡ଼ି ସହ ହେଲା ପ୍ରବଳ ବର୍ଷା । ଆଉ ତା’ ପରେ ଚାଲିଗଲା ବିଦ୍ୟୁତ୍ । ବର୍ଷା ହେଲା ଘଡ଼ଘଡ଼ି ବି ମାରିଲା ହେଲେ କିଛି ସମୟ ପରେ ସବୁ କିଛି ଠିକ୍ ଠାକ୍ ହୋଇଗଲା । ହେଲେ ଆସିଲାନି ବିଦ୍ୟୁତ୍ । ବର୍ଷା ପରେ ରାଜଧାନୀରେ ଦୀର୍ଘ ୪ ଘଣ୍ଟା ହେଲା ପାୱାର କଟ୍ ହୋଇଛି । ଫଳରେ କିଟିମିଟି ଅନ୍ଧାରର କବଳରେ ରହିଛି ସାରା ସହର ।
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି । ପୂର୍ବପରି ପାଗ ଠିକ୍ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଆସିନାହିଁ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693590306.jpg)