ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।

AIIMS BHUBANESWAR

ପୁଣି ଏକ ଅଘଟଣ । ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ । ଏମ୍‌ସ ସର୍ଜରୀ ବିଭାଗ ପଞ୍ଚମ ମହଲା ଉପରୁ ଡେଇଁପଡ଼ି ରୋଗୀଙ୍କ ମୃତ୍ୟୁ ହୋଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ଏହି ରୋଗୀ । କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।