Advertisment

ସାବାଡ଼ ହେବେ ବଦ୍‌ମାସ, ଗୁଣ୍ଡାଗିରିକୁ ବ୍ରେକ୍‌ ଦେବା ପାଇଁ ଆସିବ ନୂଆ ନିୟମ

ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି ।

Court

Court

Advertisment

ଭୁବନେଶ୍ୱର: ସାବାଡ୍ ହେବେ ବଦମାସ୍ । ଓଡ଼ିଶାରେ ଆସୁଛି ଗୁଣ୍ଡା ବିଲ୍ । ଅସାମାଜିକ କାର୍ଯ୍ୟ କରି ସମାଜକୁ କ୍ଷତିଗ୍ରସ୍ତ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଓଡ଼ିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ବିଲ୍-୨୦୨୧ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।

Advertisment

ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି । ପ୍ରଥମେ କ୍ୟାବିନେଟ ଓ ପରେ ବିଧାନସଭାକୁ ଆଣିବାକୁ ବିଲ୍ ପ୍ରସ୍ତୁତ ହେଉଛି । ଆଇନ ବିଭାଗର ତର୍ଜମା ପରେ କ୍ରାଇମବ୍ରାଞ୍ଚକୁ ଏ ସଂପର୍କିତ ଡ୍ରାଫ୍ଟ ବିଲ୍ ପଠାଯାଇଛି ।

Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ