Advertisment

ମଦ୍ୟପଙ୍କୁ ବସଉଠ୍‌ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
Pratap Sarangi Awards Sit-Up Punishment To Illegal Liquor Sellers

MP Pratap Sarangi awards sit-up punishment to illegal liquor sellers on road in Nilagiri

Advertisment

ମଦ୍ୟପଙ୍କୁ କାନ ଧରାଇ ବସଉଠ୍‌ କରାଇଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ।

Advertisment

ସାଂସଦଙ୍କୁ ଦେଖି ସେଠାରେ ମଦ୍ୟ ପାନ କରୁଥିବା ଲୋକେ ଓ ବେପାରୀ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ କିଛିଜଣ ରହିଯାଇଥିଲେ। ପ୍ରତାପ ଷଡଙ୍ଗୀ ସେମାନଙ୍କୁ ଅଟକାଇ କାନ ଧରି ବସଉଠ୍‌ କରାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ