Advertisment

ମୋଦି ସାରା ବିଶ୍ୱରେ ଲୋକପ୍ରିୟ ଜନନେତା: ବୈଜୟନ୍ତ

କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।

ଅଦ୍ୟତନ ହୋଇଛି
Baijayant Jay Panda

Baijayant Jay Panda

Advertisment

ମୋଦି ବିଶ୍ୱରେ ଲୋକପ୍ରିୟ। କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଭାଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନ୍‌ କୀ ବାତ୍‌ ଶୁଣିବାକୁ ଲୋକଙ୍କ ଉତ୍ସାହ କଥା ସେ ବଖାଣିଛନ୍ତି।

Advertisment

ସେ କହିଛନ୍ତି ଯେ ମୋଦି ସାରା ବିଶ୍ବରେ ଲୋକପ୍ରିୟ ଜନନେତା ହୋଇପାରିଛନ୍ତି। ବାରମ୍ବାର ପ୍ରତି ମାସରେ ହେଉଥିବା ସର୍ଭେରୁ ପ୍ରମାଣିତ। ମୋଦିଙ୍କ ପୂର୍ବରୁ କୌଣସି ରାଜନେତା ଏପରି ଲମ୍ବା କାର୍ଯ୍ୟକ୍ରମ କରି ନାହାନ୍ତି। ମୋଦିଙ୍କ ନେତୃତ୍ବରେ ଯେଉଁ ପ୍ରଗତି ହେଉଛି, ତାହା ଉପରେ ବିଶ୍ବର ନଜର।

ସେ ଆହୁରି କହିଛନ୍ତି ଯେ କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି। ‘ଭାରତ କଣ କରୁଛି, ମୋଦି କଣ ଇସାରା କରୁଛନ୍ତି ତା ଉପରେ ନଜର।

Advertisment

ସେଞ୍ଚୁରି ମାରିଛି 'ମନ୍ କି ବାତ୍' କାର୍ଯ୍ୟକ୍ରମ । ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିଛି ।

Advertisment
Mann Ki Baat Narendra Modi Baijayant 'Jay' Panda Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ