ଅଦ୍ୟତନ ହୋଇଛି
Makara Sankranti
Advertisment
କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେକରେ ଗଭୀର ଆଘାତ ଲାଗିଛି । ଜଣେ ଯୁବକଙ୍କ ବେକରେ ମାଞ୍ଜା ସୂତା ଲାଗିଥିବାବେଳେ ଓ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଛି । ୨ଜଣ ଯୁବକଙ୍କ ଘର ନିଆଳି ଅଞ୍ଚଳରେ । ସେମାନେ ବାଇକ ଯୋଗେ କଟକ ଆସୁଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705297285.jpg)