Lokseba Bhawan
ଆଇଏଏସ୍ ସ୍ତରରେ ବଡ଼ ଧରଣର ରାଜ୍ୟ ସରକାର। ନିକୁଞ୍ଜ ବିହାରୀ ଧଳକୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ବି ରହିବେ। ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ଦାୟିତ୍ୱ ଦିଆଯାଇଛି।
ସେହିପରି ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି। ଭାସ୍କରଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ।ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଗୁହା ପୁନମ ତାପସ କୁମାର ପଞ୍ଚାୟତିରାଜ ଅତିରିକ୍ତ ସଚିବ ଓ ଡାକ୍ତର ବୃନ୍ଦା ଡି. ମିଶନ ନିର୍ଦ୍ଦେଶକ NHM ହୋଇଛନ୍ତି। ସରୋଜ କୁମାର ମିଶ୍ର ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଓ ସଂଜୟ କୁମାର ମିଶ୍ରଙ୍କୁ OPTCL ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637688123.jpg)