Home Guard
Advertisment
ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢ଼ିଲା ଦରମା । ଏଣିକି DCAରେ ୩୮ ପ୍ରତିଶତ ଅଧିକ ମିଳିବ । ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କଲେ ରାଜ୍ୟ ସରକାର । ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ମାସିକ ପାଇବେ ଗୃହ ରକ୍ଷୀ । ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Home_Guard_1659853192.jpg)