ଅଦ୍ୟତନ ହୋଇଛି
Hanging Bridge
Advertisment
ଡେଥ୍ ଜୋନ୍ ପାଲଟିଥିବା ନାଗାବଳୀ ନଦୀ ଝୁଲାପୋଲ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଝୁଲାପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବନ୍ଦ ନିଷ୍ପତ୍ତି ହୋଇଛି। ସହର ଉପକଣ୍ଠରେ ନାଗାବଳୀ ନଦୀର ଅବବାହିକାରେ ଥିବା ଝୁଲା ପୋଲକୁ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ କଲା ଜିଲ୍ଲା ପ୍ରଶାସନ।
Advertisment
ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଝୁଲା ପୋଲ, ଉଭୟପଟୁ ବ୍ୟାରିକେଡ୍ କରାଯାଇଛି। ୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ। ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସୁଥିଲେ। ପ୍ରଶାସନର କଟକଣା ଖବର ପ୍ରସାରିତ ହେବା ପରେ ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି।
(ରିପୋର୍ଟ: ମାଉଡ଼ି ବାରିକ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664171500.jpg)