Advertisment

ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ଼୍‌

ବାଣିକ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି

ଅଦ୍ୟତନ ହୋଇଛି
Vanik Coaching Institute Raid

Vanik

Advertisment

ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି । ଜିଏସଟି ଫାଙ୍କି ଅଭିଯୋଗରେ ରେଡ୍ ହେଉଥିବା ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ରେଡ୍ ମରାଯାଇଛି । ଖାଲି ଭୁବନେଶ୍ୱର ନୁହେଁ ବରଂ କୋଲକତା ସହ ଓଡ଼ିଶା ରେ ରେଡ୍ ହେଉଥିବା ସୂଚନା ରହିଛି । ଭୁବନେଶ୍ୱରର ୩ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ପୂରା ଘଟଣାରେ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

Advertisment

GST Raid GST
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ