Advertisment

ପୁଣି ରକ୍ତ ରଞ୍ଜିତ ହେଲା ଗଞ୍ଜାମ, କେନାଲ କଡ଼ ରାସ୍ତାରୁ ମିଳିଲା GRSଙ୍କ କ୍ଷତବିକ୍ଷତ ମୃତଦେହ

ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।

ଅଦ୍ୟତନ ହୋଇଛି
GRS Murder

GRS Murder

Advertisment

ପୁଣି ରକ୍ତ ରଞ୍ଜିତ ହେଲା ଗଞ୍ଜାମ। ବେଗୁନିଆପଡା ଥାନା କନିଆରିବାଡ଼ିର ଏକ କେନାଲ କଡ଼ ରାସ୍ତାରୁ ଉଦ୍ଧାର ହୋଇଛି ପଞ୍ଚାୟତ GRSଙ୍କ ମୃତଦେହ। ମୃତକ ସାନ ଉସ୍ତପଡା ପଞ୍ଚାୟତର GRS ସୁଶୀଲ କୁମାର ମହାନ୍ତି ବୋଲି ଜଣାପଡ଼ିଛି। ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ଭାଗରେ ଆଘାତ ଲାଗିଥିବାର ଦେଖିବାକୁ ମିଳିଛି।

Advertisment

ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।

Odisha News Khalikote Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ