Advertisment

ପୁଣି ଅଘଟଣ ! ଶ୍ରୀମନ୍ଦିର ସରଘରେ ଲାଗିଲା ନିଆଁ

ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।

Srimandir

Srimandir

Advertisment

ପୁଣି ଅଘଟଣ । ପୁରୀ ଶ୍ରୀମନ୍ଦିରର ସରଘରେ ଲାଗିଲା ନିଆଁ । ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ ଅଗ୍ନିକାଣ୍ଡ । ମନ୍ଦିର ପରିସର ଯମୁନା କୂଅ ନିକଟ ସରଘରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ତେବେ ଏହି ଘଟଣା କେମିତି ଘଟିଲା ସେନେଇ ସ୍ପଷ୍ଟ ସୂଚନା ନାହିଁ । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।

Advertisment
Srimandir Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ