ଅଦ୍ୟତନ ହୋଇଛି
Fire Breaks Out In Daily Market of Bargarh
Advertisment
ବରଗଡ଼ ସହରର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡ଼ିନାହିଁ । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିୟୋଜିତ ରହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685037459.jpg)