Ashwini Vaishnaw
Advertisment
ବହୁଚର୍ଚ୍ଚିତ ତାଳଚେର-ବିମଳାଗଡ଼ ରେଳ ସଂଯୋଗ ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ଏସବୁ ଭିତରେ ଦୀର୍ଘ ୮୪୦ ମିଟର ଲମ୍ବର ନିର୍ମାଣାଧିନ ସୁଡ଼ଙ୍ଗ ଖୋଳା କାର୍ଯ୍ୟ ସରିଛି । ଯାହାର ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି । ଏହି ବିସ୍ଫୋରଣ ପରେ ବର୍ତ୍ତମାନ ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପର ଏହି ଦୀର୍ଘ ଲମ୍ବର ସୁଡ଼ଙ୍ଗ ପାଇଁ ବାଟ ଫିଟିଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626952410.jpg)