Dipika Padukone
ଆମେ ସମସ୍ତେ ବିଶ୍ୱାସ କରନ୍ତି ଯେ, କେଉଁଠି ନା କେଉଁଠି ଆମ ଭଳି ଦେଖାଯାଉଥିବା ଲୋକ ନିଶ୍ଚୟ ଥିବେ । କୁହାଯାଏ ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍ସକଲ ରହିଛନ୍ତି । ତେବେ ସେମାନଙ୍କୁ ଆମେ କିନ୍ତୁ କେବେ ଦେଖି ନାହାନ୍ତି । ଭବିଷ୍ୟତରେ ଦେଖିପାରିବା କି ନାହିଁ ତାହା ବି ସନ୍ଦେହ ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1657798077.jpg)
କିନ୍ତୁ ଆମେ ଜାଣିଛେ ଆଉ ଦେଖୁଛେ ବି । ଆମ ବଲିଉଡ୍ ଷ୍ଟାର ମାନଙ୍କର ଅନେକ ହମ୍ସକଲ ରହିଛନ୍ତି । ସେମାନେ ବିଭିନ୍ନ ସମୟରେ ଲୋକଙ୍କ ସାମ୍ନାକୁ ବି ଆସନ୍ତି । ଖାଲି ସେତିକି ନୁହେଁ ସେମାନେ ଡୁପ୍ଲିକେଟ୍ ଷ୍ଟାର ବୋଲି ମଧ୍ୟ ନିଜକୁ ଗର୍ବର ସହ ପରିଚୟ ଦିଅନ୍ତି । ତେବେ ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବଲିଉଡ୍ର ଡିମ୍ପଲ ଗାର୍ଲ ଦୀପିକାଙ୍କ ହମ୍ସକଲ ପଟୋ । ଦୀପିକାଙ୍କ ଯେକୌଣସି ବି ଫଟୋ ହେଉ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ । ଫଟୋ ପୋଷ୍ଟ ହେବା ମାତ୍ରେ ନିଆଁ ଭଳି ଏହା ଚାରିଆଡ଼େ ବ୍ୟାପିଯାଏ । ଲାଇକ୍ କମେଣ୍ଟରେ ଭର୍ତ୍ତି ହୋଇଯାଏ ପୋଷ୍ଟ ।
Dipika Humsakalଆଉ ଏବେ ଯେତେବେଳେ ଦୀପିକାଙ୍କ ହମସକଲ ପଟୋ ସାମ୍ନାକୁ ଆସିଛି, ତାହା ଭାଇରାଲ ହେବା ତ ସ୍ୱାଭାବିକ୍ କଥା । ହମସକଲ ଜଣକ ଏଭଳି ଦେଖାଯାଉଛନ୍ତି ଯେ, ଖୋଦ ରଣବୀର ସିଂହ ବି ଧୋକା ଖାଇଯିବେ । ହମସକଳ ଯୁବତୀ ଜଣକ ଅବିକଳ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି ‘ରିଜୁତା ଘୋଷ ଦେବ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657799024.jpg)