Advertisment

ମଇଁଷିର ନାଁ ଯୁବରାଜ; ବର୍ଷକୁ ରୋଜଗାର ଦେଉଛି ୩୦ ଲକ୍ଷରୁ ଅଧିକ ଟଙ୍କା

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ ।

Buffalo

Buffalo

Advertisment

ମଇଁଷିକୁ ଫିଟ୍ ରଖିବା ପାଇଁ ଦିନକୁ ଖର୍ଚ୍ଚ ହେଉଛି ୫ରୁ ୬ ହଜାର ଟଙ୍କା । ଆଉ ପ୍ରତି ବଦଳରେ ମଇଁଷିଟି ବର୍ଷକୁ ୩୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ଦେଉଛି । ଏକଥା ବିଶ୍ୱାସ ନ ହେଲେ ବି ସତ । ହରିଆଣାରୁ ଭୁବନେଶ୍ୱରକୁ ଆସିଥିବା ଏହି ମଇଁଷିର ନାଁ ଯୁବରାଜ, ବୟସ ୧୦ରୁ ୧୧ ବର୍ଷ । ଓଜନ ୧୫ରୁ ୧୬ କୁଇଣ୍ଟାଲ ।

Advertisment

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ । ଏହି ସମାବେଶକୁ ସୋ’ ପିସ୍ ଭଳି ଆସିଛି ଏହି ହରିଆଣା ମଇଁଷି । ଏନେଇ ଅଧିକ ସୂଚନା ଦେଉଛନ୍ତି ସିନିୟର ରିପୋର୍ଟର ନିରଞ୍ଜନ ରେଡ୍ଡୀ ।

Haryana Buffalo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ