Advertisment

ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବୀରେନ୍ଦ୍ର ଲାକ୍ରା

ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର । ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ DSP ପଦରେ ନିଯୁକ୍ତି ଦେବେ କହିଥିଲେ

ଅଦ୍ୟତନ ହୋଇଛି
Birendra Lakra

Birendra Lakra

Advertisment

ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର ଲାକ୍ରା ।ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ୍ DSP ପଦରେ ନିଯୁକ୍ତି ଦେବେ କହିଥିଲେ ।

Advertisment

ଆଜି ବିଧିବଦ୍ଧ ଭାବେ ବୀରେନ୍ଦ୍ରଙ୍କୁ ପୋଲିସ୍ ଡିଏସ୍ପି ଭାବେ ନିଯୁକ୍ତ କରାଯାଇଛି । ବୀରେନ୍ଦ୍ର ଯୁବ ହକି ଖେଳାଳିଙ୍କ ମଧ୍ୟରେ ବେଶ ପରିଚିତ । ହକି କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ତଥା ଦେଶରେ ନିଜ ନାଁକୁ ପରିଚିତ କରାଇଛନ୍ତି । 

 ପୂର୍ବରୁ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତିତ ଦେଶର ସର୍ବ ଶ୍ରେଷ୍ଠ ଓ ଉତ୍ତମ ଖେଳାଳୀଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି ।

Advertisment
Birendra Lakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ