Advertisment

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମଜୟନ୍ତୀ, ତାଙ୍କ ଅଭୁଲା ସ୍ମୃତିକୁ ମନେ ପକାଉଛି ସାରା ଦେଶ

ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।

Atal Bihari Vajpayee

Atal Bihari Vajpayee

Advertisment

ଅଟଳ... ନାଁ ଯେମିତି ଥିଲା ବ୍ୟକ୍ତିତ୍ୱ ବି ସେମିତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୯ ତମ ଜନ୍ମ ଜୟନ୍ତୀ। ଅଟଳ ସିନା ନାହାନ୍ତି କିନ୍ତୁ ତାଙ୍କ ନେତୃତ୍ୱ, ତାଙ୍କ ଦକ୍ଷତା, ତାଙ୍କ ନିଷ୍ପତ୍ତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ସେମିତି ସତେଜ। ତାଙ୍କ ଗୋଟିଏ ନିଷ୍ପତ୍ତି ସାରା ବିଶ୍ୱ ପାଇଁ ଉଦହରଣ ଥିଲା।

Advertisment

ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା। କ୍ଷମତାରେ ଥାନ୍ତୁ ଅବା ବିରୋଧୀରେ ଅଟଳ ବିହାରୀ ବାଜପେୟୀ ସବୁବେଳେ ସମାନ ଥିଲେ। ଗଣତନ୍ତ୍ରକୁ ରକ୍ଷା ଓ ରାଷ୍ଟ୍ରୀୟତାବାଦରେ ଭରପୁର ଥିଲେ ଅଟଳ। ଆଜି ତାଙ୍କ ଜନ୍ମ ଜୟନ୍ତୀ ମନେ ପକାଇ ଦେଶର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ହୋଇଛି ଆୟୋଜନ।

India Former PM Atal Bihari Vajpayee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ