Advertisment

ବର୍ଷାଙ୍କୁ ଟଙ୍କା ଦେଲେ ସ୍ୱାମୀ ଅନୁଭବ

ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ।

ଅଦ୍ୟତନ ହୋଇଛି
Anubhav Barsha Martial Discord

Anubhav Barsha Martial Discord

Advertisment

କୋର୍ଟ ନିର୍ଦ୍ଦେଶରେ ପତ୍ନୀ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେ ସାଂସଦ ଅନୁଭବ ମହାନ୍ତି। ବିକଳ୍ପ ରହଣି ପାଇଁ ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କଲେ ଅନୁଭବ। ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଦେବାକୁ କୋର୍ଟ କହିଥିଲେ। 

Advertisment
Payment Receipt  Payment Receipt
Anubhav- Varsha Marital Discord Anubhav Mohanty BJD Barsha Priyadarshini MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ