Advertisment

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ପୁଣି ତ୍ରୁଟି ! ସିଲାବସ୍ ବାହାରୁ ଆସିଛି ପ୍ରଶ୍ନ

ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି ।

ଅଦ୍ୟତନ ହୋଇଛି
OSSC Exam

OSSC Exam

Advertisment

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ । ଏନେଇ ସଂସ୍କୃତ ଓ ହିନ୍ଦୀ ଆଶାୟୀ ଶିକ୍ଷକମାନେ ପରୀକ୍ଷାରେ ତ୍ରୁଟି ଥିବା ଅଭିଯୋଗ କରି ଷ୍ଟାଫ୍ ସିଲେକସନ୍ ଅଫିସ କାର୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି । ପ୍ରାୟ ୬ ହଜାରରୁ ଅଧିକ ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଇଥିବା ସୂଚନା ମିଳିଛି । 

Advertisment
Odisha OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ