Advertisment

ଭୟଙ୍କର ବିସ୍ଫୋରଣ ! ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି

ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।

ଅଦ୍ୟତନ ହୋଇଛି
LPG Cylinder Blast In Anganwadi Kendra

Gas Cylinder

Advertisment

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି । ସାଲେପୁର ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ର ଜଳିଗଲା । ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ଲାଗିଥିଲା । ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇଆସିଥିଲେ ସହାୟିକା । ଅଳ୍ପ କିଛି ସମୟ ପରେ ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।

Advertisment

Cylinder Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ