Advertisment

୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି।

ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍

ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍

Advertisment

ରାୟଗଡ଼ା: ଲାଇନ ପାରିହେବା ବେଳେ ଚଢ଼ିଗଲା ଆଲେପି-ଧାନବାଦ ଏକ୍ସପ୍ରେସ। ମଇଁଷି ପଲ ଉପରେ ଟ୍ରେନ୍ ମାଡ଼ିଯିବାରୁ ୨୭ ମଇଁଷିଙ୍କ ମୃତ୍ୟୁ ହୋଇଛି। ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି। 

Advertisment
Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ