ଅକ୍ଷୟ ତୃତୀୟରେ ଘରେ ବନାନ୍ତୁ ସୁଆଦିଆ ମିଠା 'ଛେନା ଝିଲି'

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।

Make 'chena jhili' at home

News Summary

ଘରେ ବନାନ୍ତୁ 'ଛେନା ଝିଲି'

ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଛେନା ଝିଲି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ

ଅଧିକ ପଢ଼ନ୍ତୁ: ବହୁତ କମ୍ ଖର୍ଚ୍ଚରେ ବନାନ୍ତୁ ଓଡ଼ିଆ ଘରର ଏହି ସୁଆଦିଆ ମିଠା

ପ୍ରସ୍ତୁତି ପ୍ରଣାଳୀ:

ଟିପ୍‌ସ:‘ଯଦି ଅଧିକ ଛେନାରେ ଛେନା ଝିଲି ତିଆରି କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ସେହି ଅନୁପାତରେ ସୁଜି, ମଇଦା ଓ ଚିନି ନେଇ ତିଆରି କରିବେ।