ପ୍ରତିଦିନ ଦହି ଖାଇଲେ ହୋଇନଥାଏ ଏହି ରୋଗ

ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟରେ ଦହି ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ପ୍ରତିଦିନ ଦହି ଖାଇଲେ ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।

benefits of curd for skin

News Summary

 ଦହି ତ୍ୱଚା ଆଉ କେଶ ଲାଗି ଖୁବ୍‌ ଲାଭଦାୟକ

ଭାରତୀୟଙ୍କ ଖାଦ୍ୟ ଥାଳିରେ ସର୍ବଦା ସାମିଲ ରହିଥାଏ ଦହି । କେହି କେହି ଦହିକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାନ୍ତି । ଦହିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଏଥିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି-୬ ଓ ବି-୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ଶରୀରକୁ କୌଣସି ରୋଗ ଛୁଇଁ ନଥାଏ ।

ଚାଲନ୍ତୁ ଜାଣିବା ଦହି ଖାଇବା ଦ୍ୱାରା ଶରୀରକୁ କଣ ମିଳେ ଫାଇଦା:

ଅଧିକ ପଢ଼ନ୍ତୁ: ସକାଳୁ ଖାଲି ପେଟରେ କଫି ପିଉଥିଲେ ସାବଧାନ ! ହୋଇପାରେ ଭୟଙ୍କର ରୋଗ...