Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(UBI)। ଏନେଇ UBI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଭାରତରେ ବ୍ୟାଙ୍କ୍ ଚାକିରିକୁ ଏକ ସମ୍ମାନଜନକ ପଦବୀ ଭାବେ ଗ୍ରହଣ କରାଯାଏ। ଏନେଇ ପ୍ରାୟ ଯୁବପିଢି ବ୍ୟାଙ୍କ୍ ଚାକିରି ପାଇଁ ସ୍ୱପ୍ନ ଦେଖୁଥାନ୍ତି। ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(UBI)। ଏନେଇ UBI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଧିକ ପଢ଼ନ୍ତୁ: Railway Recruitment 2024: ଆପଣ ଯଦି ଦଶମ ପାଶ୍, ରେଳବାଇରେ ଚାକିରି କରିବାକୁ ଚାହାନ୍ତି… ପଢନ୍ତୁ ଏହି ଖବର

ଏହି ନିଯୁକ୍ତି ମାଧ୍ୟମରେ UBI ରେ ଆପ୍ରେଣ୍ଟିସ୍‌ଶିପ୍ ପଦବୀ ପୂରଣ ହେବ। ୨୫ଟି ରାଜ୍ୟରେ ଏହି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୦୦ ପଦବୀ ପୂରଣ ହେବ। ଓଡ଼ିଶାରେ ୧୨ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBI ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.unionbankofindia.co.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Union Bank Jobs 2024 Apply for 500 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅଧିକ ପଢ଼ନ୍ତୁ: CISF Recruitment 2024: CISFରେ ଚାକିରି ସୁଯୋଗ; ଦରମା ୬୯ ହଜାର; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

ମାସିକ ଦରମା:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା:

କିପରି କରିବେ ଆବେଦନ:

ଅଧିକ ପଢ଼ନ୍ତୁ: UPSC Recruitment 2024: UPSC ବାହାର କଲା ନୂଆ ବିଜ୍ଞପ୍ତି; ଯୁକ୍ତ ଦୁଇ ଥିଲେ ବି କରିବେ ଆବେଦନ