Advertisment

Railway Recruitment: ଗ୍ରାଜୁଏସନ କରି ଘରେ ବସିଛନ୍ତି କି…ରେଳବାଇରେ ମ୍ୟାନେଜର୍ ହେବାର ସୁଯୋଗ

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Railway Goods Train Manager Recruitment 2024

Railway Goods Train Manager Recruitment Apply For 108 Posts

Advertisment

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଗୁଡ୍‌ସ ଟ୍ରେନ୍ ମ୍ୟାନେଜର ପଦବୀ ପୂରଣ ହେବ। ଆପଣ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୮ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ https://rrcer.org କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Railway Goods Train Manager Recruitment Apply For 108 PostsNotification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଦଶମ ପାଶ୍‌ କରି ITI କରିଛନ୍ତି… NHPCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଜୁନ୍ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୬୦ଟି ପୋଷ୍ଟ
  • SC – ୧୮ଟି ପୋଷ୍ଟ
  • ST – ୧୩ଟି ପୋଷ୍ଟ
  • OBC – ୨୭ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ:

  • ସର୍ବାଧିକ ବୟସ(ସାଧାରଣ ବର୍ଗ) – ୪୨ ବର୍ଷ
  • ସର୍ବାଧିକ ବୟସ(OBC) – ୪୫ ବର୍ଷ
  • ସର୍ବାଧିକ ବୟସ(SC/ST) – ୪୭ ବର୍ଷ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ ଦେୟମୁକ୍ତ

ଅଧିକ ପଢ଼ନ୍ତୁ: HAL ରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ପୂରା ସୂଚନା ଜାଣିବା ପାଇଁ ଦେଖନ୍ତୁ

ଦରମା:

  • ଚୟନ ପ୍ରାର୍ଥି ‘ପେ’ ଲେବଲ୍ - ୭ମ ସିପିସି’ ଅନୁସାରେ ମାସିକ ଦରମା ପାଇବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
Govt Jobs Indian Railways Indian Railway Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ