PGCIL Recruitment 2024: ପୂରଣ ହେବ ୧ହଜାରରୁ ଅଧିକ ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ନିଯୁକ୍ତି ପାଇବେ

ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(PGCIL)ରେ ଚାକିରି ସୁଯୋଗ। ଏନେଇ PGCIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ।

ଇଂଜିନିୟରିଂ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ୧ହଜାରରୁ ଅଧିକ ପଦବୀ

ବିଦ୍ୟୁତ୍ ବିତରଣ ପାଇଁ ଏକ ଜଣାଶୁଣା କମ୍ପାନୀ ତଥା ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(PGCIL)ରେ ଚାକିରି ସୁଯୋଗ। ଏନେଇ PGCIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଅନେକ ଗୁଡିଏ ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ PGCILରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଂଜିନିୟରିଂ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ସବୁ ରାଜ୍ୟରେ ହେଉଥିବା ବେଳେ ଓଡିଶାରେ ମଧ୍ୟ ୪୭ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: NPCIL Vacancy 2024: ଦଶମ ପାଶ୍ କରିଥିଲେ ସରକାରୀ ଚାକିରି; ଜାଣନ୍ତୁ ଆବେଦନ କରିବାର ବୟସ, ଦରମା

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ PGCILର ଅଫିସିଆଲ୍ ୱେବ୍‌ସାଇଟ୍‌ http://www.powergrid.in/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ PGCIL Recruitment 2024 Apply for 1027 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଅଧିକ ପଢ଼ନ୍ତୁ: RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଯୋଗ୍ୟତା:

ବୟସ ସୀମା:

ମାସିକ ଦରମା:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା:

କିପରି କରିବେ ଆବେଦନ:

ଅଧିକ ପଢ଼ନ୍ତୁ: ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ