Advertisment

High Court Recruitment: ଓଡିଶା ହାଇକୋର୍ଟରେ ବାହାରିଲା ଚାକିରି; ମାସକୁ ମିଳିବ ୬୩ ହଜାର

ଓଡିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିକଟରେ ଓଡିଶା ହାଇକୋର୍ଟ ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର / ଜୁନିଅର ଗ୍ରେଡ୍ ଟାଇପିଷ୍ଟ (ଗ୍ରୁପ୍ ସି) ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Odisha High Recruitment 2023

Odisha High Recruitment 2023

ଓଡିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିକଟରେ ଓଡିଶା ହାଇକୋର୍ଟ ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର / ଜୁନିଅର ଗ୍ରେଡ୍ ଟାଇପିଷ୍ଟ (ଗ୍ରୁପ୍ ସି) ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଓଡିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Odisha High Court DEO Recruitment Notificationରେ କ୍ଲିକ୍‌ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • UR – ୧୫ଟି ପୋଷ୍ଟ୍
  • SEBC – ୦୪ଟି ପୋଷ୍ଟ୍
  • SC – ୦୯ଟି ପୋଷ୍ଟ୍
  • ST – ୦୬ଟି ପୋଷ୍ଟ୍
  • ମୋଟ ପଦବୀ – ୩୪ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • PGDCA ପାଠ୍ୟକ୍ରମରେ କମ୍ପ୍ୟୁଟର ନଲେଜ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ଦରମା – ୬୩,୨୦୦ ଟଙ୍କା
  • ଆବେଦନ ଶୁଳ୍କ:
  • ସାଧାରଣ ବର୍ଗ / SEBC – ୫୦୦ ଟଙ୍କା
  • SC / ST / OBC / PhD ପ୍ରାର୍ଥୀ – ଦେୟ ମୁକ୍ତ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • SC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + ୨, + ୩ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • କମ୍ପ୍ୟୁଟର ସାର୍ଟିଫିକେଟ୍
  • ପରିଚୟ ପତ୍ର
  • ଜାତିଗତ ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.inକୁ ଯାଆନ୍ତୁ
  • Quick Link – Recruitment Corner – Examination Portal କୁ ଯାଆନ୍ତୁ
  • Junior Grade Typist / Data Entry Operator 2023 ଉପରେ କ୍ଲିକ୍ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରି ଫର୍ମ ପୂରଣ କରନ୍ତୁ
Odisha High Court
Advertisment
Advertisment