Advertisment

OAVS Recruitment 2024: ଆଦର୍ଶ ବିଦ୍ୟାଳୟରେ ପୂରଣ ହେବ ଶିକ୍ଷକ ପଦବୀ; ଦରମା ୩୦ ହଜାର

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି।

ଅଦ୍ୟତନ ହୋଇଛି
OAVS Recruitment 2024

OAVS Recruitment 2024 Apply Offline For TGT & PGT Various Posts

Advertisment

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ, ଗଜପତି(OAV, Gajapati) ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ TGT ଏବଂ PGTର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏଥିପାଇଁ ଅଫ୍‌ଲାଇନ୍ ଚାଲିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAV ର ଅଫିସିଆଲ୍ ୱେବ୍‌ସାଇଟ୍ https://gajapati.nic.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ OAVS Recruitment 2024 ! Apply Offline For TGT & PGT Various notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ମାର୍ଚ୍ଚ ୨୦୨୪

ଅଧିକ ପଢ଼ନ୍ତୁ: ପୋଲିସ୍ ବିଭାଗରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି, SSC ମାଧ୍ୟମରେ ପୂରଣ ହେବ ୪୧୮୭ ପଦବୀ

ଖାଲି ପଦବୀ:

  • PGT ପଦାର୍ଥ ବିଜ୍ଞାନ – ୦୪ଟି ପୋଷ୍ଟ୍‌
  • PGT ରସାୟନ ବିଜ୍ଞାନ – ୦୨ଟି ପୋଷ୍ଟ୍‌
  • PGT ଗଣିତ – ୦୧ଟି ପୋଷ୍ଟ୍‌
  • PGT ଜୀବ ବିଜ୍ଞାନ – ୦୨ଟି ପୋଷ୍ଟ୍‌
  • PGT ଇଂରାଜୀ – ୦୧ଟି ପୋଷ୍ଟ୍‌
  • TGT ଗଣିତ – ୦୩ଟି ପୋଷ୍ଟ୍‌
  • TGT ଇଂରାଜୀ – ୦୬ଟି ପୋଷ୍ଟ୍‌
  • TGT ହିନ୍ଦୀ – ୦୪ଟି ପୋଷ୍ଟ୍‌
  • TGT ସଂସ୍କୃତ – ୦୩ଟି ପୋଷ୍ଟ୍‌
  • ମୋଟ ପଦବୀ – ୧୬ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • PGT ଶିକ୍ଷକ ପାଇଁ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ମାଷ୍ଟର ଡିଗ୍ରୀ ଏବଂ ବିଏଡ୍
  • TGT ଶିକ୍ଷକ ପାଇଁ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ବ୍ୟାଚଲର୍ ଡିଗ୍ରୀ ଏବଂ ବିଏଡ୍

ବୟସ ସୀମା:

  • ମେଡିକାଲ୍ ଅଫିସର ସର୍ବାଧିକ ବୟସ – ୨୧ ବର୍ଷ
  • ଅନ୍ୟାନ୍ୟ ପଦବୀର ସର୍ବାଧିକ ବୟସ – ୬୫ ବର୍ଷ

ଦରମା:

  • TGT ଶିକ୍ଷକ ପାଇଁ – ହାର୍ଡ ଷ୍ଟେସନ ପାଇଁ ୨୫,୦୦୦ଟଙ୍କା, ନର୍ମାଲ୍ ଷ୍ଟେସନ୍ ପାଇଁ ୨୦,୦୦୦ଟଙ୍କା
  • PGT ଶିକ୍ଷକ ପାଇଁ – ହାର୍ଡ ଷ୍ଟେସନ ପାଇଁ ୩୦,୦୦୦ଟଙ୍କା, ନର୍ମାଲ୍ ଷ୍ଟେସନ୍ ପାଇଁ ୨୫,୦୦୦ଟଙ୍କା

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ୱାକ୍-ଇନ୍-ଇଣ୍ଟର୍‌ଭିୟୁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍, BED, କମ୍ପ୍ୟୁଟର ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ହଷ୍ଟେଲ ପରିଚାଳନାରେ ଅଭିଜ୍ଞତାର ପ୍ରମାଣପତ୍ର
  • ଚାକିରି ପଞ୍ଜୀକରଣ କାର୍ଡ
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍‌ https://gajapati.nic.inକୁ ଯାଆନ୍ତୁ
  • Notice ବିଭାଗରେ ଥିବା Advertisements ଉପରେ କ୍ଲିକ୍ କରନ୍ତୁ
  • ଏଥିରୁ ବିଜ୍ଞାପନଟି ଡାଉନ୍‌ଲୋଡ କରନ୍ତୁ

ଅଧିକ ପଢ଼ନ୍ତୁ: ଯଦି ଭଲ ଦରମା ସହିତ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ

  • ଆବେଦନ ଫର୍ମର ପ୍ରିଣ୍ଟ୍ ବାହାର କରି ଏହାକୁ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାକୁ ପଠାନ୍ତୁ

ଠିକଣା - Office of the Nodal Principal, Odisha Adarsha Vidyalaya, Allada, Kashinagar, PO/Dist – Gajapati, Pin – 761206

Govt Jobs Odisha Adarsha Vidyalayas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ