Advertisment

ISRO Recruitment 2024: ISROରେ ପୂରଣ ହେବ ଅନେକ ପଦବୀ; ଦରମା ୧ ଲକ୍ଷ ୪୨ ହଜାର

ଆପଣ ଯଦି ISROରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ISRO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
 ISRO Recruitment 2024  Apply for 30 posts

ISRO Recruitment 2024 Apply for 30 posts

Advertisment

ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ରେ ଚାକିରି ପାଇବାକୁ ଇଚ୍ଛା ଅନେକ ଯୁବକଙ୍କ ଥାଏ। ଆପଣ ଯଦି ISROରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ISRO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଅଧିକ ପଢ଼ନ୍ତୁ: PGCIL Recruitment 2024: ପୂରଣ ହେବ ୧ହଜାରରୁ ଅଧିକ ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ନିଯୁକ୍ତି ପାଇବେ

ଏହି ନିଯୁକ୍ତି ମାଧ୍ୟମରେ ISROରେ ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ISROର ଅଫିସିଆଲ୍ ୱେବ୍‌ସାଇଟ୍‌ isro.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ISRO Recruitment 2024 Apply for 30 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ମେକାନିକାଲ୍ – ୧୦ଟି ପୋଷ୍ଟ୍‌
  • ଇଲେକ୍ଟ୍ରିକାଲ୍ – ୦୧ଟି ପୋଷ୍ଟ୍‌
  • ୱେଲଡର୍ – ୦୧ଟି ପୋଷ୍ଟ୍‌
  • ଇଲେକ୍ଟ୍ରୋନିକ୍ ମେକାନିକ୍ – ୦୨ଟି ପୋଷ୍ଟ୍‌
  • ଟ୍ୟୁନର୍ – ୦୧ଟି ପୋଷ୍ଟ୍‌
  • ମେକାନିକ୍ ଅଟୋ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ – ୦୧ଟି ପୋଷ୍ଟ୍‌
  • ଫିଟର୍ – ୦୫ଟି ପୋଷ୍ଟ୍‌
  • ମେସିନୀଷ୍ଟ୍ – ୦୧ଟି ପୋଷ୍ଟ୍‌
  • ଭାରୀ ଯାନ ଡ୍ରାଇଭର ‘ଏ’ – ୦୫ଟି ପୋଷ୍ଟ୍‌
  • ହାଲୁକା ଯାନ ଡ୍ରାଇଭର ‘ଏ’ – ୦୨ଟି ପୋଷ୍ଟ
  • ରୋଷେୟା – ୦୧ଟି ପୋଷ୍ଟ୍‌
  • ମୋଟ ପଦବୀ – ୩୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: NPCIL Vacancy 2024: ଦଶମ ପାଶ୍ କରିଥିଲେ ସରକାରୀ ଚାକିରି; ଜାଣନ୍ତୁ ଆବେଦନ କରିବାର ବୟସ, ଦରମା

ଯୋଗ୍ୟତା:

ମେକାନିକାଲ୍ – ପ୍ରଥମ ଶ୍ରେଣୀରେ ମେକାନିକାଲ୍ ଇଞ୍ଜିନିୟରିଂରେ ୦୩ ବର୍ଷ ଡିପ୍ଲୋମା

ୱେଲଡର୍ – SSLC / SSC ପାଶ। NCVT ରେ ୱେଲଡ୍‌ର ଟ୍ରେଡ୍‌ରେ ITI / NTC / NAC

ଭାରୀ ଯାନ ଡ୍ରାଇଭର ‘ଏ’ – ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ SSLS / SSC / ମାଟ୍ରିକ୍ / ଦଶମ ଶ୍ରେଣୀ ପାଶ। ପ୍ରାର୍ଥୀଙ୍କର ୦୫ ବର୍ଷର ଅଭିଜ୍ଞତା ରହିବା ଉଚିତ, ଯେଉଁଥିରୁ ଅତିକମରେ ୦୩ ବର୍ଷ ଏକ ଭାରୀ ଯାନବାହାନ ଡ୍ରାଇଭର ଏବଂ ଅବଶିଷ୍ଟ ସମୟ ଏକ ହାଲୁକା ମୋଟର ଗାଡି ଚଲାଇବାରେ ରହିବା ଉଚିତ। ଏହା ବ୍ୟତୀତ, HVD ଲାଇସେନ୍ସ ଏବଂ ଜନସେବା ବ୍ୟାଜ୍ ରହିବା ଉଚିତ

ହାଲୁକା ଯାନ ଡ୍ରାଇଭର ‘ଏ’ – SSLC / SSC / ମାଟ୍ରିକ୍ / ଦଶମ ପାଶ୍। ପ୍ରାର୍ଥୀଙ୍କର ହାଲୁକା ଯାନ ଡ୍ରାଇଭର ଭାବରେ ୦୩ ବର୍ଷର ଅଭିଜ୍ଞତା ଏହା ବ୍ୟତୀତ ପ୍ରାର୍ଥୀମାନଙ୍କର ଏକ ବୈଧ LVD ଲାଇସେନ୍ସ ଥିବା ଆବଶ୍ୟକ

ରୋଷେୟା – SSLC / SSC ପାଶ୍। ଏକ ଭଲ ପ୍ରତିଷ୍ଠିତ ହୋଟେଲ / କ୍ୟାଣ୍ଟିନ୍‌ରେ ରୋଷେୟା ଭାବରେ ୦୫ବର୍ଷର ଅଭିଜ୍ଞତା

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ଦରମା – ୧,୪୨,୪୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀ – ୭୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କୌଶଳ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

Govt Jobs Job Search Job Seekers ISRO Jobs ISRO Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ