Advertisment

IPR & RCL Recruitment: IPR & RCL ରେ ଏହିସବୁ ପଦବୀ ପାଇଁ ଚାଲିଛି ଆବେଦନ

IPR ଏବଂ RCL ପ୍ରୋଜେକ୍ଟ ସାଇଟ୍ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଆପଣ ଯଦି ଆଗ୍ରହୀ ତେବେ ତୁରନ୍ତ ଆବେଦନ କରନ୍ତୁ।

author-image
Pramod Behera
IPR & RCL Recruitment 2023 Apply for 22 posts

IPR & RCL Recruitment 2023 Apply for 22 posts

ଇଣ୍ଡିଆନ୍ ପୋର୍ଟ ରେଳ(IPR) ଏବଂ ରୋପୱେ କର୍ପୋରେସନ୍ ଲିମିଟେଡ୍(RCL) ପ୍ରୋଜେକ୍ଟ ସାଇଟ୍ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଆପଣ ଯଦି ଆଗ୍ରହୀ ତେବେ ତୁରନ୍ତ ଆବେଦନ କରନ୍ତୁ।

Advertisment

ଯୋଗ୍ୟ ପ୍ରାର୍ଥୀମାନେ IPR & RCL ର ଅଫିସିଆଲ୍ ୱେବ୍‌ସାଇଟ୍ iprcl.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IPR & RCL Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୯ ଡିସେମ୍ବର ୨୦୨୩

ଖାଲି ପଦବୀ:

  • JGM (ପ୍ରୋଜେକ୍ଟ) / DGM (ପ୍ରୋଜେକ୍ଟ) – ୧ଟି ପୋଷ୍ଟ୍‌
  • JGM (HR) / DGM (HR) / ସିନିୟର୍ ମ୍ୟାନେଜର୍ – ୧ଟି ପୋଷ୍ଟ୍‌
  • ସିନିୟର୍ ମ୍ୟାନେଜର୍ / ମ୍ୟାନେଜର୍ – ୧ଟି ପୋଷ୍ଟ୍‌
  • ସିନିୟର୍ ମ୍ୟାନେଜର୍ / ମ୍ୟାନେଜର୍ – ୪ଟି ପୋଷ୍ଟ୍‌
  • ପ୍ରୋଜେକ୍ଟ ସାଇଟ୍ ଇଞ୍ଜିନିୟର – ୧୪ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି

ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ:

  • ସର୍ବନିମ୍ନ ବୟସ – ୩୨ ବର୍ଷ
  • ସର୍ବାଧିକ ବୟସ – ୬୩ ବର୍ଷ

ଚୟନ ପ୍ରକ୍ରିୟା:

  • ଯୋଗ୍ୟତା ମାର୍କ
  • GATE ସ୍କୋର
  • ଅତିରିକ୍ତ ପ୍ରାସଙ୍ଗିକ ଯୋଗ୍ୟତା
  • ପଦ ପାଇଁ ପ୍ରଯୁଜ୍ୟ ଅଭିଜ୍ଞତା

କିପରି କରିବେ ଆବେଦନ:

  • IPRCLର ଅଫିସିଆଲ୍ ୱେବସାଇଟ୍ iprcl.in କୁ ଯାଆନ୍ରୁ
  • IPR & RCL Recruitment 2023 ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ କରନ୍ତୁ ଏବଂ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍‌ ବାହାର କରନ୍ତୁ
Govt Jobs
Advertisment
Advertisment