IAF Agniveer Bharti 2023: ବାୟୁସେନାରେ ନୂଆ ଅଗ୍ନିବୀର ନିଯୁକ୍ତି ସୁଯୋଗ

ଅଗ୍ନିବୀର ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା କ’ଣ ରହିବା ଆବଶ୍ୟକ, କିପରି କରିବେ ଆବେଦନ ?

Indian Airforce Agniveer

ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ୨୭ ଜୁଲାଇରୁ ଆରମ୍ଭ ହେବ । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ agnipathvayu.cdac.in ୱେବସାଇଟ୍‌କୁ ଯାଇ ୧୭ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅନଲାଇନ୍‌ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଆବଶ୍ୟବ । ସେହିପରି ପ୍ରାର୍ଥୀଙ୍କ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ରହିଥିବା ଦରକାର । କିମ୍ବା ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ତଥା ଫିଜିକ୍ସ ଓ ଗଣିତ ପରି ନନଭୋକେସନାଲ ବିଷୟରେ ୫୦ ପ୍ରତିଶତ ନମ୍ବର ସହ ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।

ଅଧିକ ପଢ଼ନ୍ତୁ: ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ବୟସ ସୀମା:

ଉଚ୍ଚତା:

ଚୟନ ପ୍ରକ୍ରିୟା

ଅଧିକ ପଢ଼ନ୍ତୁ: HCL ବାହାର କଲା ବିଜ୍ଞପ୍ତି; ୧୦ମ ପାଶ୍‌ କରିଥିଲେ କରିପାରିବେ ଆବେଦନ

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ: