Advertisment

DRDO Recruitment 2024: ITI କରି ଘରେ ବସିଛନ୍ତି କି…. DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
DRDO DMRL Recruitment 2024

DRDO DMRL Apprentice Recruitment 2024

Advertisment

ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ଫିଟର୍, ଟର୍ନର, ମେସିନ୍, ୱେଲଡର୍, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ DRDOରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ଅବିବାହିତ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୧୨୭ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ଦଶମ ପାଶ୍ ପିଲା ବି କରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ DRDOର ଅଫିସିଆଲ୍ ୱେବ୍‌ସାଇଟ୍‌ https://portal.mhrdnats.gov.in/. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ DRDO DMRL Apprentice Recruitment Apply for 127 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ମେ ୨୦୨୪

ଖାଲି ପଦବୀ:

  • ଫିଟର୍ – ୨୦ଟି ପୋଷ୍ଟ୍
  • ଟର୍ନର୍ – ୦୮ଟି ପୋଷ୍ଟ୍
  • ମେସିନିଷ୍ଟ୍ – ୧୬ଟି ପୋଷ୍ଟ୍
  • ୱେଲଡର୍ – ୦୪ଟି ପୋଷ୍ଟ୍
  • ଇଲେକ୍ଟ୍ରୀସିଆନ୍ – ୧୨ଟି ପୋଷ୍ଟ୍
  • ଇଲେକ୍ଟ୍ରୋନିକ୍ସ – ୦୪ଟି ପୋଷ୍ଟ୍
  • COPA – ୬୦ଟି ପୋଷ୍ଟ୍
  • ବଢେଇ – ୦୨ଟି ପୋଷ୍ଟ୍
  • ବୁକ୍ ବାଇଣ୍ଡର୍ – ୦୧ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ NCVT / SCVT ସମ୍ବନ୍ଧୀୟ ଟ୍ରେଡ୍‌ରେ ITI କରିଥିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ କରିଥିଲେ ଗୃହ ମନ୍ତ୍ରଣାଳୟରେ ଚାକିରି; ହେବେ ଅଫିସର୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୫୫ ବର୍ଷ
  • ବୟସ ଗଣନା ୦୧ ଜାନୁଆରୀ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ସର୍ଟଲିଷ୍ଟ୍
  • ସାକ୍ଷାକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌ https://portal.mhrdnats.gov.in/.କୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ
  • ଏହା ଗୁଗୁଲ୍ ଫର୍ମ ଲିଙ୍କ ଖୋଲି ଫର୍ମ ପୂରଣ କରନ୍ତୁ
DRDO Govt Jobs DRDO Recruitment DRDO Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ