Advertisment

Bharat Electronics Recruitment 2024: BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଚୟନ ହେଲେ ଦରମା ୯୦ ହଜାର

BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସ୍ଥାୟୀ ଭିତ୍ତିରେ ଏହି ନିଯୁକ୍ତି କରାଯିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଏଠି ଚାକିରି କରିବାକୁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଦେଖନ୍ତୁ।

ଅଦ୍ୟତନ ହୋଇଛି
Bharat Electronics Recruitment 2024, Check Apply Process In Odia

Bharat Electronics Recruitment apply for 32 Posts

Advertisment

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସ୍ଥାୟୀ ଭିତ୍ତିରେ ଏହି ନିଯୁକ୍ତି କରାଯିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଏଠି ଚାକିରି କରିବାକୁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଦେଖନ୍ତୁ।

Advertisment

ଏହି ନିଯୁକ୍ତି ମାଧମରେ ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି (EAT), ଟେକ୍ନିସିଆନ C ଏବଂ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। କମ୍ପାନୀର ହାଇଦ୍ରାବାଦ ୟୁନିଟ୍‌ର ଇଲେକ୍ଟ୍ରୋନିକ୍ସ ୱେଲ୍‌ଫେୟାର ନାଭାଲ ସିଷ୍ଟମ SBU (EWNS SBU) ରେ ସ୍ଥାୟୀ ଭିତ୍ତିରେ ଏହି ନିଯୁକ୍ତି କରାଯିବ।

ଅଧିକ ପଢ଼ନ୍ତୁ: SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BEL ର ଅଫିସିଆଲ୍ ୱେବ୍‌ସାଇଟ୍‌ https://bel-india.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Bharat Electronics Recruitment apply for 32 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪

ଖାଲି ପଦବୀ:

  • ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି (EAT) – ୧୨ଟି ପୋଷ୍ଟ୍
  • ଟେକ୍ନିସିଆନ C – ୧୭ଟି ପୋଷ୍ଟ୍
  • ଜୁନିଅର ଆସିଷ୍ଟାଣ୍ଟ – ୩ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି (EAT) – ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା
  • ଟେକ୍ନିସିଆନ C – SSLC ସହିତ ITI ସାର୍ଟିଫିକେଟ୍ ସହିତ ଏକ ବର୍ଷ ଆପ୍ରେଣ୍ଟିସ୍‌ଶିପ୍ କିମ୍ବା SSLC ସହିତ ତିନି ବର୍ଷ ନ୍ୟାସନାଲ୍ ଆପ୍ରେଣ୍ଟିସ୍ ସାର୍ଟିଫିକେଟ୍ କୋର୍ସ
  • ଜୁନିଅର ଆସିଷ୍ଟାଣ୍ଟ – B.Com କିମ୍ବା B.B.M ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧ ଜୁନ୍ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୪, ୫୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୯୦, ୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୨୫୦ଟଙ୍କା
  • SC/ST/PWBD/ESM – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡମ୍ୟୁମେଣ୍ଟ୍ ଯାଞ୍ଚ
  • ୬ ମାସ ଟ୍ରେନିଂ

ଅଧିକ ପଢ଼ନ୍ତୁ: North Eastern Railway Recruitment: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

Bharat Electronics Ltd
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ